ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌କୁ  କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ : ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌କୁ ବୁଧବାର କ୍ୟାବିନେଟ ଅନୁମୋଦନ ମିଳିଛି। ଏହା ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବ ବୋଲି ଜଣାପଡ଼ିଛି। ଆଇନର ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଡାଟା ସୁରକ୍ଷା ବୋର୍ଡ ଗଠନ କରିବାର ବ୍ୟବସ୍ଥା ରହିଛି। ଏହି ବିଲ ଅଧୀନରେ ଲୋକଙ୍କ ସମ୍ମତିରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟାକରଣ କରାଯାଇପାରିବ।

Comments are closed.