www.samajalive.in
Tuesday, December 9, 2025
17.1 C
Bhubaneswar

ଦିଗପହଣ୍ଡି ବସ୍‌ ଦୁର୍ଘଟଣା : ୧୧ ଜଣ ମୃତକ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ

ଦିଗପହଣ୍ଡି : କିଏ ଜାଣିଥିଲା ବସ୍‌ ଧକ୍କାରେ ଆଖି ପିଛୁଳାକେ ଉଜୁଡ଼ିଯିବ ସଂସାର । ଝିଅ ବିଦା ହେବା ପରେ ହସଖୁସିରେ ଘରକୁ ଫେରୁଥିବାବେଳେ ସବୁ ଖୁସି ଛଡ଼ାଇ ନେବେ ଈଶ୍ବର। ଗଞ୍ଜାମ ଜିଲା ଦିଗପହଣ୍ଡି ଦୁର୍ଘଟଣାରେ ଅକାଳରେ ଚାଲିଗଲା ୧୨ ଜୀବନ । ସବୁଠାରୁ ଦୁଃଖର କଥା ହେଉଛି ୧୨ ମୃତକଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ । ଏନେଇ ରେଣୁବାଳା ପ୍ରଧାନ କହିଛନ୍ତି, ମୃତକଙ୍କ ମଧ୍ୟରେ ମୋ’ ଦିଅର, ଝିଆରୀ, ଜ୍ୱାଇଁ, ନଣନ୍ଦେଇ ସବୁ ଅଛନ୍ତି। ବହୁତ ହସଖୁସିରେ ଝିଅ ବିଦା କରିଥିଲୁ। କିନ୍ତୁ ସବୁ କିଛି ଓଲଟ ପାଲଟ ହୋଇଗଲା।  ରାତି ଅଧରେ ଯମ ଜଗି ବସିଥିଲା, ଆଖି ପିଛୁଳାଏ ଜୀବନ ନେଇଗଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories