www.samajalive.in
Monday, December 15, 2025
14.1 C
Bhubaneswar

ପତଞ୍ଜଳି ଯୋଗ କେନ୍ଦ୍ରରେ ଆର୍ନ୍ତଜାତୀୟ ଯୋଗ ଦିବସ

ସମ୍ବଲପୁର: ସମ୍ବଲପୁରର ହୀରାକୁଦ କଲୋନୀ ସ୍ଥିତ ନିଃଶୁଳ୍କ ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ଆର୍ନ୍ତଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷିକା ତଥା ରାଜ୍ୟ ପ୍ରଭାରୀ ଜେ. ଗିରିଜା ଦେବୀ ଦୀପ ପ୍ରଜ୍ୱଳନ କରି ଯୋଗାଭ୍ୟାସ କରାଇଥିଲେ। ଆର୍ନ୍ତଜାତିକ ଯୋଗ ଦିବସରେ ନିର୍ଦ୍ଧାରିତ ହୋଇଥିବା ଅଭ୍ୟାସକ୍ରମ ଅନୁ୍‌‌ଯାୟୀ ସଙ୍ଗଠନ ସୁତ୍ରର ପ୍ରାର୍ଥନା, ଶ୍ରୀବା ସଞ୍ଚାଳନ, ତାଡାସନ, ବୃକ୍ଷାସନ, ପାବ ହସ୍ତାସନ, ଅର୍ଦ୍ଧ ଚକ୍ରାସନ, ତ୍ରିବେଣାସନ, ଦଣ୍ଡାସନ, ଭଦ୍ରାସନ, ବଦ୍ରାସାନ, ଶସକାସନ, ବଜ୍ରାସନ, ପ୍ରାଣାୟାମ, କପାଳଭାତି, ନାଡିଶୋଧନ ଇତ୍ୟାଦି ବିଭିନ୍ନ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ଶିବିରାର୍ଥୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଦୀପକ ଅଗ୍ରୱାଲ, ପଦ୍ମିନୀ ମୁଣ୍ଡା, ନୀଲମ ପ୍ରସାଦ, ଅଶୋକ ସାହୁ, ଗିରିଧାରୀ ଅଗ୍ରୱାଲ, ପ୍ରଶାନ୍ତ ମେହେର, ପଙ୍କଜିନୀ, ଅଞ୍ଜନା, ବିଶ୍ୱ ଚିନ୍ଦ୍ରା, କଲ୍ୟାଣୀ ଚିନ୍ଦ୍ରା, ପରି ଅଗ୍ରୱାଲ, ରାଜେନ୍ଦ୍ର ଅଗ୍ରୱାଲ, ସୁଶାନ୍ତ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories