ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ

ବଲାଙ୍ଗୀର : ଟିଟିଲାଗଡ଼ ମେଡ଼ିକାଲରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ନାରାୟଣ ହୋତା। ଏଇ ଘଟଣାରେ ଉତ୍ତ୍ୟକ୍ତ ହୋଇ ରୋଗୀଙ୍କ ସମ୍ପର୍କୀୟ ଡାକ୍ତର କୃଷ୍ଣଚନ୍ଦ୍ର ପାଲଙ୍କୁ ମାଡ଼ମାରିଥିବା ଜଣାପଡ଼ିଛି।

Comments are closed.