ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତରରେ ଗୁରୁତ୍ବପୂର୍ଣ୍ଣ ଅଦଳବଦଳ ହୋଇଛି। ଦୁଇ ବରିଷ୍ଠ ଆଇପିଏସଙ୍କ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି। କମ୍ୟୁନିକେସନ ଡିଜି ଅରୁଣ ରାୟଙ୍କୁ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଥିବାବେଳେ ଏଚଆରପିସି ସ୍ପେଶାଲ ଡିଜି ସିର୍ଦ୍ଧାଥ ନର୍ଭାଣେ ବି ଓଏସଡି ଦାୟିତ୍ବ ଦିଆଯାଇଛି। ବିନୟ ତୋଷ ମିଶ୍ରଙ୍କୁ ଅଗ୍ନିଶମ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଏସସିଆରବି ନିର୍ଦେଶକ ସହ ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି।
Popular Categories



