ନର୍ଲା: ନର୍ଲା-ମ.ରାମପୁର ରାଜ୍ୟରାଜପଥ ବାଗପୁର ଗାଁ ନିକଟରେ ଏକ ବାଇକ୍ ଧକ୍କାରେ ସ୍ଥାନୀୟ ଗ୍ରାମର ବାସିନ୍ଦା ମଧୂ ନାଏକ (୭୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବାଇକ ଆରୋହୀ ନର୍ଲା ପଟୁ ମ.ରାମପୁର ପଟକୁ ଯାଉଥିବା ସମୟରେ ବାଗପୁର ଗାଁରେ ଏହି ଘଟଣା ଘଟିଛି। ନର୍ଲା ପୁଲିସ ଘଟଣାର ଖବର ପାଇ ସଦଳବଳେ ଘଟଣା।ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବାଇକ ଓ ବାଇକ ଚାଳକଙ୍କୁ ଅଟକ ରଖିଛନ୍ତି।
Popular Categories



