www.samajalive.in
Sunday, December 7, 2025
26.1 C
Bhubaneswar

ଟିଟିଲାଗଡ଼ରେ ଜାତୀୟ କୋସଲି ଭାଷା ସମ୍ମେଳନ

ଟିଟିଲାଗଡ଼: ଟିଟିଲାଗଡ଼ଠାରେ ମଙ୍ଗଳବାରଠାରୁ ଦ୍ବିଦିବସୀୟ ଜାତୀୟ କୋସଲି ଭାଷା ସମ୍ମେଳନ ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ ଘଣ୍ଟାଶୁନି ମନ୍ଦିର ପରିସରରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି।

ଆୟୋଜକ ଅନୁଷ୍ଠାନ କୋସଲି ଭାସା ସୁରକ୍ଷା ସମିତି ଏବଂ କୋସଲି ସାଂସ୍କୃତିକ ମହଜୋଟ, ଟିଟିଲାଗଡ଼ ପକ୍ଷରୁ ସେବକ ଚରଣ ଦାଶ, ଘିନୁ ଆଡ଼ଜୁଆଡ଼, ଭିକାରି ମିଶ୍ର, ସତ୍ୟବ୍ରତ ପଣ୍ଡା, ରାଧେଶ୍ୟାମ ଭୋଇ, ସୁଶାନ୍ତ ବାଗ ପ୍ରମୁଖ ବହୁ କୋସଲି ବିଦ୍ୱାନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଡିଏନ ରିସର୍ଟ ପରିସରରେ ଆୟୋଜିତ ହେଉଥିବା ସମ୍ମେଳନରେ ପଦ୍ମଶ୍ରୀ ଡ଼ ଶ୍ରୀନିବାସ ଉଦଗାତା, ପଦ୍ମଶ୍ରୀ ନରସିଂହ ଗୁରୁ, ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଗୁରୁ ଘାସିରାମ ମିଶ୍ର, ଡ଼. ଦୋଳଗୋବିନ୍ଦ ବିଶି (କୋସଲି ), ଡ଼. ଗୋବର୍ଦ୍ଧନ ସାହୁ, ସେନଥିନ ନାଥନ (ତାମିଲ ), ନନ୍ଦଲାଲ ସିଂ (ମୁଣ୍ଡାରୀ), କୌଶିକ ମେହେର (ବଙ୍ଗଲା ), ଡ଼. ତିଲ କୁମାର(କୋସଲି ) ପ୍ରମୁଖ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଦ୍ୱାନ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସମେତ ଅଞ୍ଚଳର ତୁଙ୍ଗ ନେତୃବୃନ୍ଦ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories