www.samajalive.in
Monday, December 15, 2025
24.1 C
Bhubaneswar

ଗୁଣି ସନ୍ଦେହରେ ବୀଭତ୍ସ ହତ୍ୟା; ମୁଣ୍ଡଗଣ୍ଡି କାଟି ଅଲଗା କରିଦେଲେ ଦୁର୍ବୃତ୍ତ

ଉଦଳା: ଖୁଣ୍ଟା ଥାନା ସାଜନଡିହି ଗାଁରେ ଜଣେ ବୃଦ୍ଧଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ବୃଦ୍ଧ ଜଣକ ଗୁଣି ଗାରେଡି କରୁଥିବା ନେଇ ଦୁର୍ବୃତ୍ତ ମାନେ ସନ୍ଦେହ କରି ଅତି ନିର୍ମମ ଭାବେ ତାଙ୍କ ମୁଣ୍ଡଗଣ୍ଡି କାଟି ଅଲଗା କରିଦେଇଥିବା ଦେଖିବାକୁ ମିଳିଛି । ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଘଟଣାରେ ମୃତକଙ୍କ ୨ ପୁତୁରାଙ୍କୁ ଅଟକ ରଖିଛି ପୁଲିସ । ୨ଜଣ ପୁତୁରା ବୃଦ୍ଧଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ଏନେଇ ସେମାନଙ୍କୁ ଅଧିକ ପଚରାଉଚରା ପରେ ସତ୍ୟତା ପଦାକୁ ଆସିବ ବୋଲି କୁହାଯାଉଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories