ଗୁରୁ ନାନକ ଜୟନ୍ତୀ
ପୂଜ୍ୟ ପ୍ରଣାମ
କାର୍ତ୍ତିକ ପୂର୍ଣ୍ଣିମା ଦିନ ଶିଖ୍ମାନଙ୍କ ପ୍ରଥମ ଗୁରୁ ନାନକ ଦେବଙ୍କ ଜନ୍ମ ହୋଇଥିଲା। ଶିଖ୍ ସମ୍ପ୍ରଦାୟ ଏହି ଦିନ ପ୍ରକାଶ ଉତ୍ସବ ବା ଗୁରୁ ପରବ୍ ଭାବେ ପାଳନ କରନ୍ତି। ଏହିଦିନ ଗୁରୁ ଗ୍ରନ୍ଥ ସାହେବରେ ଉଲ୍ଲିଖିତ ନାନକ ଦେବଙ୍କ ବାଣୀ ପାଠ କରାଯାଏ। ବିଭିନ୍ନ ଗୁରୁଦ୍ବାର ସହିତ ଅମୃତସରରେ ଥିବା ସ୍ବର୍ଣ୍ଣମନ୍ଦିର ବି ଦୀପ ଆଲୋକରେ ଉଜ୍ଜ୍ଵଳ ହୋଇଉଠେ।
Comments are closed.