www.samajalive.in
Wednesday, December 10, 2025
17.1 C
Bhubaneswar

ଦିନ ୨ଟା ମୁଖ୍ୟ ଖବର

(୧) ନବମ ରାଉଣ୍ଡରେ କଡ଼ ଲେଉଟାଇଲା ବିଜେଡି… ଲଗାତର ୮ଟି ରାଉଣ୍ଡରେ ବିଜେପିର  ଆଗୁଆ ପରେ ୯ମ ରାଣ୍ଡରେ ବିଜେଡି ସପକ୍ଷରେ ଅଧିକ ଭୋଟ୍‌… ଏଯାଏଁ ବିଜେପିକୁ ମିଳିଛି ୪୧,୦୮୯ ଖଣ୍ଡ ଭୋଟ୍‌… ବିଜେଡି ଖାତାରେ ୩୫,୮୨୪ ଖଣ୍ଡ…  କଂଗ୍ରେସ ୧୫୫୬ ଓ ସ୍ୱାଧୀନକୁ ମିଳିଛି ୫୫୫୭… ବିଜେଡି ଠାରୁ ୫,୨୬୫ ଖଣ୍ଡ ଭୋଟ ଆଗରେ ରହିଛି ବିଜେପି…

(୨) ୬ରାଜ୍ୟର ୭ ବିଧାନସଭା ଆସନ ପାଇଁ ଜାରି ରହିଛି ଭୋଟ୍‌ ଗଣତି… ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ… ଆସିବ ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାର ଉପନିର୍ବାଚନ ଫଳ… ୭ ଆସନ ପାଇଁ ମୈଦାନରେ ଥିଲେ ୪୭ ପ୍ରାର୍ଥୀ… ଭୋଟର କରିଛନ୍ତି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ…

- Advertisement -

(୩) ଧାମନଗର ଉପନିର୍ବାଚନ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ବଡ଼ ଭାଇଙ୍କ ବିୟୋଗ… ୫୬ ବର୍ଷ ବୟସରେ ବାସଭବନରେ ପରଲୋକ ହୋଇଥିବା ସୂଚନା… ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ମନିନ୍ଦ୍ର ଦାସ…

(୪) କୋଦଳା ଥାନା ଜେ. ରାମପଲ୍ଲୀ ଗାଁରେ ଅଭାବନୀୟ ଘଟଣା… ବାର୍‌ହା ଆକ୍ରମଣରେ ଗଲା ଜଣଙ୍କ ଜୀବନ.. ଜଣେ ମୃତ, ୭ ଗୁରୁତର… ସମସ୍ତ ଗୁରୁତରଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି… ବିଲରେ କାମ କରିବା ବେଳେ ସମସ୍ତଙ୍କୁ ବାରହା ଆକ୍ରମଣ କରିଥିବା ସୂଚନା…

(୫) ଟି-୨୦ ବିଶ୍ୱକପ୍‌… ବାଂଲାଦେଶକୁ ହରାଇ ସେମିକୁ ଗଲା ପାକିସ୍ତାନ… ୧୨୮ ଟାର୍ଗେଟକୁ ପିଛା କରି ପାକିସ୍ତାନ ୫ ୱିକେଟରେ ବିଜୟୀ… ସେପଟେ ମେଲବର୍ଣ୍ଣରେ ଟସ୍‌ ଜିତି ଭାରତର ବ୍ୟାଟିଂ ନି​‌ଷ୍ପତ୍ତି… ଜିମ୍ବାୱେ ବିପକ୍ଷରେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ… ଚୂଡ଼ାନ୍ତ ଏକାଦଶରେ କାର୍ତ୍ତିକଙ୍କ ସ୍ଥାନରେ ପନ୍ତ ସାମିଲ…

(୬) କପୁର ପରିବାରରେ ଖୁସିର ଲହରୀ… ମା’ ହେଲେ ଆଲିୟା… ମୁମ୍ବାଇର ଏକ ହସ୍ପିଟାଲରେ ଦେଲେ କନ୍ୟା ସନ୍ତାନଙ୍କୁ ଜନ୍ମ… ଉଭୟ ଆଲିୟା ଓ ରଣବୀରଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ… ସୋସିଆଲ ମିଡିଆରେ ମଧ୍ୟ ଅଭିନନ୍ଦନ ଜଣାଉଛନ୍ତି ପ୍ରଶଂସକ…

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories