ସକାଳ @୯ ମୁଖ୍ୟ ଖବର

(୧) ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ଼ ଧରଣର ଅଘଟଣ… ହ୍ୟାଲୋଇନ୍‌ ପର୍ବ ପାଳନ ବେଳେ ଦଳାଚକଟା… ୧୪୯ଜଣ ମୃତ୍ୟୁ… ୧୫୦ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…  ସିଓଲର ଇଟେୱେନରେ ପର୍ବ ପାଳନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ…

(୨) ଇରାକରେ ବଡ଼ ଧରଣର ବିସ୍ଫୋରଣ… ପୂର୍ବ ବାଗଦାଦରେ ବିସ୍ଫୋରଣ ଘଟି ୧୦ମୃତ,୨୦ ଆହତ… ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି… ବିସ୍ଫୋରଣର କାରଣ ଅସ୍ପଷ୍ଟ… ତଦନ୍ତ କରୁଛି ପୁଲିସ…

prayash

(୩) ବିଷ ବଳୟରେ ରାଜଧାନୀ… ବିଷାକ୍ତ ବାୟୁ ଯୋଗୁଁ ଅଣନିଃଶ୍ୱାସୀ ଦିଲ୍ଲୀବାସୀ… ଧୀରେ ଧୀରେ ବଢ଼ୁଛି ବାୟୁ ପ୍ରଦ୍ୟୁଷଣ… ଆଜି ରାଜଧାନୀ ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ଖରାପ… ଟିକିଏ ଶୁଦ୍ଧ ପବନ ପାଇଁ ଛଟପଟ ହେଉଛନ୍ତି ସହରର ଲୋକେ..

(୪) ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଧାମନଗର… ନିର୍ବାଚନ ମଣ୍ଡଳିରେ ଜମୁଛି ହେଭିୱେଟଙ୍କ ଭିଡ… ପ୍ରଚାର ପାଇଁ ହାତରେ ଆଉ ୨ ଦିନ ବାକି… ତ୍ରିମୁଖି ଲଢ଼େଇରେ କିଏ ମାରିବ ବାଜି… କାହାମୁଣ୍ଡରେ ବନ୍ଧା ଯିବ ଧାମନଗର ମୁକୁଟ… ଆସନ୍ତାକାଲି ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିବେ ନବୀନ…

(୫) ଟି-୨୦ ବିଶ୍ୱକପ୍‌… ଆଜି ପର୍ଥରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା … ଅପରାହ୍ଶ ସାଢ଼େ ୪ଟାରେ ମୁହାଁମୁହିଁ ହେବେ ୨ ଦଳ… ଆଜିର ମ୍ୟାଚରେ କିଛି କଠିନ ନିଷ୍ପତ୍ତି ନେଇପାରେ ଦକ୍ଷିଣ ଆଫ୍ରିକା… ମ୍ୟାଚ୍‌ ଉପରେ ରହିଛି କ୍ରିକେଟ୍‌ ପ୍ରେମୀଙ୍କ ନଜର…

kalyan agarbati

Comments are closed.