www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ବୌଦ୍ଧ ଜିଲାର ୧୩ ପ୍ରତିଯୋଗୀ ମନୋନୀତ

ବୌଦ୍ଧ: ବଲାଙ୍ଗିର ଜିଲା ଖପ୍ରାଖୋଲ ଠାରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ବୌଦ୍ଧ ଜିଲାର ୧୩ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । କିଡସ ବର୍ଗ ଇଣ୍ଡିଆନ ରାଉଣ୍ଡରେ ସାନଭି ମେହେଟା, ରିକର୍ଭ ରାଉଣ୍ଡ ସାଇଲକ୍ଷ୍ମୀ ନାୟକ, ମିନି ସବଜୁନିୟର ବର୍ଗ ରିକର୍ଭ ରାଉଣ୍ଡରେ ହେମାଦ୍ରୀ ବଗର୍ତି, ଇଣ୍ଡିଆନ ରାଉଣ୍ଡରେ ଅମ୍ଳାନ କଅଁର, ଦୁର୍ଗାଦତ ମେହେର, ସୁରଜ ମେହେର, ତନ୍ମୟ ପ୍ରଧାନ, ସତୃପ୍ତୀ ସାହୁ, ତନିଶା ମେହେର, ସବ ଜୁନିଅର ବର୍ଗ ଇଣ୍ଡିଆନ ରାଉଣ୍ଡରେ କ୍ରିଷ୍ଣାମୟୀ ମହାକୁଡ, ଅଶ୍ୱିନୀ କଅଁର,  ସିନିଅର ବର୍ଗ ଇଣ୍ଡିଆନ ରାଉଣ୍ଡରେ ଦିବ୍ୟେନ୍ଦୁ ଶେଖର ସାହୁ ଓ ସୌମ୍ୟଶ୍ରୀ ସାହୁ ଅଂଶ ଗ୍ରହଣ କରିବାକୁ ଥିବାବେଳେ କୋଚ ଭାବରେ କୃଷ୍ଣଚନ୍ଦ୍ର ସେଠୀ, ସୁଧାନ୍ୟ ପ୍ରଧାନ ଓ ଟିମ ମ୍ୟାନେଜର ଭାବରେ ଇନ୍ଦ୍ରମଣୀ ମେହେର ଦାୟିତ୍ୱ ତୁଲାଇବେ

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories