www.samajalive.in
Monday, December 15, 2025
16.1 C
Bhubaneswar

ଓଡିଶା ମିଲେଟ ମିଶନ ତରଫରୁ ସଚେତନତା ପୋଷଣ ରଥର ଶୁଭାରମ୍ଭ

ଜି. ଉଦୟଗିରି: ସ୍ଥାନୀୟ କୃଷି ‌କାର୍ଯ୍ୟାଳୟ ତରଫରୁ ଗୋଷ୍ଠି କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ରାଜ୍ୟ ସରକାରଙ୍କ ଅନୁଷ୍ଠିତ ଓଡିଶା ମିଲେଟ୍ ମିଶନ ତରଫରୁ ସଚେତନତା ପୋଷଣ ରଥର ଶୁଭାରମ୍ଭ କରି ଚାଷୀମାନଙ୍କୁ ଉପରୋକ୍ତ ଯୋଜନା ମାଧ୍ୟମରେ ହିତାଧିକାରୀ ମାନେ ନିଜସ୍ୱ ରୋଜଗାର ସତ୍ତ୍ୱେ ହେକ୍ଟର ପ୍ରତି (ଏସ.ଏମ୍.ଆଇ) ମାଧ୍ୟମରେ ଚାଷ କଲେ ପ୍ରଥମ ବର୍ଷ ୬୫୦୦, ପ୍ରୋତ୍ସାହନ ରାଶିପାଇବେ, ଦ୍ୱିତୀୟ ଓ ତୃତୀୟ ବର୍ଷ ୪୫୦୦,୩୫୦୦ମିଳିବ । ସେହିପରି ଧାଡ଼ିରୁଆ ମାଧ୍ୟମରେ ଚାଷ କଲେ ହେକ୍ଟର ପ୍ରତି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷରେ ୩୨୫୦, ୨୨୫୦ ଓ ୧୭୫୦ଟଙ୍କା ମିଳିବ ବୋଲି ଗୋଷ୍ଠୀ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories