nua o banner

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

BJD Bijuli 480×75 Mob

(୧) ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ… ୫୮ ବର୍ଷ ବୟସ​‌ରେ ଦିଲ୍ଲୀ ଏମ୍‌ସରେ ଦେହାନ୍ତ… ଅଗଷ୍ଟ ୧୦ ତାରିଖରୁ ଚାଲିଥିଲା ରାଜୁଙ୍କ ଚିକିତ୍ସା… ଜିମରେ ବ୍ୟାୟାମ କରୁଥିବା ବେଳେ ହୃଦଘାତର ହୋଇଥିଲେ ଶିକାର…

(୨) ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି… ସରକାର ଦେଇପାରନ୍ତି ଦିଓ୍ୱାଲୀ ଭେଟି… ଦୀପାବଳି ସୁଦ୍ଧା କମିପାରେ ତୈଳ ଦର… ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ… ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୭ ଟଙ୍କା ଯାଏଁ ହୋଇପାରେ ଶସ୍ତା… ଶୁଳ୍କ ହ୍ରାସ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା…

(୩) ରାଜ୍ୟରେ କମୁଛି କରୋନା ସଂକ୍ରମଣ… ଗତ ୨୪ ଘଣ୍ଟାରେ ଆଉ ୧୯୯ କରୋନା ଆକ୍ରାନ୍ତ ଚିହ୍ନଟ… ସୁସ୍ଥ ହେଲେ ଆଉ ୨୫୦ ଜଣ ସଂକ୍ରମିତ… ରାଜ୍ୟରେ ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୪୪୮…

ନିଆଁର ନଈ, ଅବିଶ୍ୱସନୀୟ ହେଲେ ମଧ୍ୟ ସତ; ଦେଖନ୍ତୁ ଭିଡିଓ

(୪) ଦେଶରେ ୫ହଜାର ତଳେ ଦୈନିକ କରୋନା ସଂକ୍ରମଣ… ଗତ ୨୪ ଘଣ୍ଟାରେ ଆଉ ୪,୫୧୦ କରୋନା ଆକ୍ରାନ୍ତ ଚିହ୍ନଟ… ସୁସ୍ଥ ହେଲେ ଆଉ ୫୬୪୦ ଜଣ ସଂକ୍ରମିତ… ଦେଶରେ ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୬,୨୧୬…

(୫) କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ… ହଲଚଲ ହେଲାଣି ଦଳ… ଆଜି ଦିଲ୍ଲୀ ଆସୁଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ… ରାହୁଲଙ୍କୁ ମନାଇବାକୁ ଅଶୋକ ଗେହଲଟ କରିବେ ପ୍ରୟାସ… ରାଜି ନହେଲେ ନିଜେ ଭରିବେ ନାମାଙ୍କନ… ସେପଟେ ସାଧାରଣରେ ଚର୍ଚ୍ଚା ଶଶୀ ତରୁର ଓ ଅଶୋକ ଗେହଲଟଙ୍କ ମଧ୍ୟରେ ହେବ କଡା ଟକ୍କର…

(୬) ରାଜ୍ୟରେ ଏବେଠୁ ବହିଲାଣି ନିର୍ବାଚନ ତାତି… ବିଜେପି ବିଜେଡି ମଧ୍ୟରେ କଡା ଟକ୍କର… ଆଜିଠୁ ବିଜେଡି କରୁଛି କର୍ମଶାଳା… ସବୁ ନିର୍ବାଚନ ମଣ୍ଡଳୀରେ ହେବ ପ୍ରଶିକ୍ଷଣ ଶିବିର… ୨୦୨୪ ନିର୍ବାଚନ ରଣନୀତି ପାଇଁ ଆସୁଛନ୍ତି ସୁନିଲ ବଂଶଲ…

(୭) ସ୍ଥଳଭାଗ ମୁହାଁ ଲଘୁଚାପ… ରାଜ୍ୟରେ କମିବ ବର୍ଷା… ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପର ପ୍ରଭାବ…

ରେଞ୍ଜର ପ୍ରେମରେ ଛୁଆ ଭାଲୁ; ଦେଖନ୍ତୁ ଏହି ସୁନ୍ଦର ଭିଡିଓ  

Comments are closed.