www.samajalive.in
Monday, December 15, 2025
14.1 C
Bhubaneswar

ବିଦ୍ୟୁତ୍‍ ଉପଭୋକ୍ତା ଆଶ୍ୱସ୍ତ, କଥା ରଖିଲେ ବିଦ୍ୟୁତ୍‍ ନିର୍ବାହୀଯନ୍ତ୍ରୀ

ଗୁରୁଡ଼ିଝାଟିଆ: ଅଘୋଷିତ ବିଜୁଳିକାଟରେ ଗୁରୁଡ଼ିଝାଟିଆ ନଦୀକୂଳ ଅଞ୍ଚଳର ୫ ପଞ୍ଚାୟତର ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶ୍ରୀରାମ ବରିଷ୍ଠ ନାଗରିକ ସଂଘ, କଖଡି ନଦୀକୂଳ ଏଥିପାଇଁ ଦୃଢ ପ୍ରତିବାଦ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପାଇଁ ସଜବାଜ ହୋଇଥିଲେ। ହେଲେ ଆଠଗଡ଼ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁଙ୍କ ସହିତ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ବୈଠକରେ ଆଲୋଚନା କରିଥିଲେ। ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ଦେଇଥିବା ପ୍ରତିଶୃତି ଏବେ ଉପଭୋକ୍ତାଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି। ସପ୍ତାହେ ଧରି ଆଉ ସେତେ ପରିମାଣର ବିଦ୍ୟୁତ୍‍ କାଟ ହେଉନାହିଁ।

ଆଗଭଳି ବିଦ୍ୟୁତ୍‍ ସମାସ୍ୟା ଦେଖାଯାଉନାହିଁ। ତେଣୁ ଶ୍ରୀରାମ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନେ କଖଡି ଗାନ୍ଧିହାଟ ଠାରେ ଏକତ୍ର ହୋଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ଓ ବିଦ୍ୟୁତ୍‍ କ୍ଷେତ୍ର କର୍ମଚାରୀମାନଙ୍କୁ ଅନ୍ତରଭରା କୃତଜ୍ଞତା ଜ୍ଞାପନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories