www.samajalive.in
Tuesday, December 9, 2025
17.1 C
Bhubaneswar

ଏମିତି ନିଅନ୍ତୁ ତ୍ବଚା ଓ କେଶର ଯତ୍ନ

ପ୍ରାକ୍ ଶୀତର ଉପଚାର ଭାବେ ପ୍ରତ୍ୟେକ ଯତ୍ନବାନ୍ ହେବା ଆବଶ୍ୟକ। ଏଣୁ ନିଜ ଖାଦ୍ୟପାନୀୟ ଓ ଜୀବନଶୈଳୀ ଉପରେ ପ୍ରତ୍ୟେକ ଧ୍ୟାନ ଦେବା ନିତାନ୍ତ ଜରୁରୀ।
– ବର୍ତ୍ତମାନ ଠାରୁ ସୋରିଷ ତେଲ ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ସହ ନିୟମିତ ସନ୍ଧ୍ୟାବେଳା ଅଳ୍ପ ବାଦାମ, ଗୁଡ଼ ଓ ନଡ଼ିଆକୁ ମିଶାଇ ଖାଇବା ତ୍ବଚା ପାଇଁ ଏକ ଉତ୍ତମ ଖୋରାକ୍।
– ଶୀତ ପୂର୍ବରୁ ଓ ଶୀତ ଦିନେ ତ୍ବଚା ଖୁବ୍ ଶୁଷ୍କ ହୋଇଯାଏ। ଏଣୁ ଅଲିଭ ତେଲ ସପ୍ତାହକୁ ୨-୩ଥର ତ୍ବଚାରେ ମାଲିସ୍ କରିବା ସହ ନଖ ଉଷୁମ ପାଣିରେ ପ୍ରତ୍ୟହ ସ୍ନାନ କରିବା ଉଚିତ।
– କେଶ ମାତ୍ରାଧିକ ଝଡ଼ୁଥିବାର ଅଧିକାଂଶ ଅଭିଯୋଗ କରନ୍ତି। ଏହାର ଉପଚାର ନିମନ୍ତେ ନିୟମିତ ୧ ଚାମଚ ଦେଶୀ ଘିଅ ସକାଳବେଳା ଖାଇବା ଖୁବ୍ ଉପକାରୀ। ୧୫ଦିନ ଏଇ ଅଭ୍ୟାସ କଲେ ଫରକ୍ ଜାଣିହେବ।
– ଅନ୍ୟପାଖେ ଶୀତଦିନେ ତ୍ବଚା ଖୁବ୍ ମଳିନ ଦେଖାଯାଏ। ଏଥିରୁ ବର୍ତ୍ତିବାକୁ ହେଲେ ସୋରିଷ ତେଲ ମାଲିସ୍ ଆବଶ୍ୟକ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories