ଇତିହାସରେ ଆଜି କଅଣ ଘଟିଥିଲା
-
-ଇତିହାସରେ ଆଜି କଅଣ ଘଟିଥିଲା
-
୧୫୮୪: ମାଦ୍ରିଦ୍ରେ ସାନ୍ ଲରେନ୍ଜୋ ଡେଲ ରାଜମହଲ ନିର୍ମାଣ କାର୍ଯ୍ୟ ଶେଷ।
-
୧୭୪୩: ଗ୍ରେଟ୍ ବ୍ରିଟେନ୍, ଅଷ୍ଟ୍ରିଆ ଓ ସାର୍ଦିନିଆ ରାଜ୍ୟ ସମୂହ ମିଳିତ ଭାବେ ଚୁକ୍ତି ସ୍ବାକ୍ଷର କଲେ।
-
୧୮୯୯: ଆମେରିକାରେ ପ୍ରଥମର ମଟର ଦୁର୍ଘଟଣାରେ ହେନରି ବ୍ଲିସ୍ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଲେ।
-
୧୯୮୨: ସ୍ପେନ୍ ମାଲଗା ବିମାନବନ୍ଦର ଦୁର୍ଘଟଣାରେ ୫୦ଜଣ ଯାତ୍ରୀ ମୃତ।
-
୧୯୯୬:ଲୋକସଭାରେ ଲୋକପାଳ ବିଲ୍ ଉପସ୍ଥାପିତ।
-
୨୦୦୮: ଦିଲ୍ଲୀ ବୋମା ବିସ୍ଫୋରଣରେ ୩୦ ମୃତ, ୧୩୦ ଆହତ।
Comments are closed.