ବ୍ୟବସାୟୀଙ୍କ ୨୮ଲକ୍ଷର ଆକାଉଣ୍ଟ ଫ୍ରିଜ୍

ବ୍ରହ୍ମପୁର: ଜଣେ ଗୁଟଖା ବେପାରୀଙ୍କ ୨୮ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି। ସଦର ଥାନା ପୁଲିସ ଗୁଟଖା ବେପାରୀଙ୍କ ୨୮ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିିଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଗତକାଲି ବାଉଁଶିଆପଲ୍ଲୀ ଅଞ୍ଚଳରେ ଏକ ଗୁଟଖା ଫ୍ରାକ୍ଟ୍ରି ଉପରେ ରେଡ୍‌ କରିଥିଲା। ୨ କୋଟିର ସାମଗ୍ରୀ ଜବତ ସହ ମାଲିକ ଓ ସହଯୋଗୀ ଗିରଫ ହୋଇଥିଲେ।

kalyan agarbati

Comments are closed.