www.samajalive.in
Sunday, December 7, 2025
18.1 C
Bhubaneswar

ସାମ୍ନାକୁ ଆସିଲା ‘ପଠାନ୍‌’ ଖଳନାୟକଙ୍କ ପ୍ରଥମ ଲୁକ୍‌; ଦର୍ଶକଙ୍କୁ ପସନ୍ଦ ଆସୁଛି ଜନ୍‌ଙ୍କ ଏଙ୍ଗ୍ରିମ୍ୟାନ୍‌ ଅବତାର

ମୁମ୍ବାଇ: ଶାହରୁଖ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ୍‌’ ମୁକ୍ତିଲାଭ ପାଇଁ ପ୍ରାୟ ୫ ମାସ ବାକି ଅଛି। ନିର୍ମାତା ଶାହରୁଖ ଖାନ, ଦୀପିକା ପାଦୁକୋନଙ୍କ ପରେ ଏବେ ଖଳନାୟକ ସାଜିଥିବା ଜନ୍‌ ଆବ୍ରାହମ୍‌ଙ୍କ ପ୍ରଥମ ଲୁକ୍‌ ଶେୟାର କରିଛନ୍ତି। ନିର୍ମାତା​‌ ଜନ୍‌ଙ୍କ ମୋଶନ ପୋଷ୍ଟର ରିଲିଜ୍‌ କରିଛନ୍ତି।

- Advertisement -

ମୋଶନ ପୋଷ୍ଟରରେ ଜନ୍‌ଙ୍କ ଲୁକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏଥିରେ ତାଙ୍କ ଏଙ୍ଗ୍ରିମ୍ୟାନ୍‌ ଲୁକ୍‌ ପ୍ରଶଂସକଙ୍କ ଉତ୍ସାହକଚ ଦୁଇଗୁଣିତ କରିଛି। ଜନ୍‌ଙ୍କୁ ଖଳନାୟକ ଭୂମିକାରେ ଦେଖିବା ପାଇଁ ଦର୍ଶକ ଅଧୈର୍ଯ୍ୟ ହୋଇପଡ଼ିଛନ୍ତି। ଜନ୍‌ ଓ ଶାହରୁଖଙ୍କୁ ଏକତ୍ର ରୂପେଲୀ ପରଦାରେ ଦେଖିବା ଦର୍ଶକଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ହେବ।

ସୂଚନାଯୋଗ୍ୟ, ‘ପଠାନ୍‌’ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories