www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ବିହାରରେ ତୁଟିପାରେ ବିଜେପି-ଜେଡିୟୁ ସମ୍ପର୍କ… ୨୦ ବର୍ଷର ରାଜନୀତି ଉପରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ… ଆଜି ଦଳର ବୈଠକ ପରେ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର… କଂଗ୍ରେସ-ଆରଜେଡି ସହ ମିଶି ସରକାର ଗଠନ କରିବା ନେଇ ହେଉଛି ଜୋରଦାର ଚର୍ଚ୍ଚା..

(୨) ମହାରାଷ୍ଟ୍ର କ୍ୟାବିନେଟର ହେଲା ସଂମ୍ପ୍ରସାରଣ… ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରୁ ଶପଥ ନେଲେ ୧୮ ମନ୍ତ୍ରୀ… ରାଜ ଭବନରେ ଚାଲିଛି ଶପଥ ଗ୍ରହଣ ଉତ୍ସବ… ଶପଥ ସମାରୋହରେ ଉପସ୍ଥିତ ଅଛନ୍ତି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ… ଦେବେନ୍ଦ୍ରଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

- Advertisement -

(୩) ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪୮୭ ପଜିଟିଭ୍‌… ଗତକାଲି ତୁଳନାରେ କମିଲା ୧୬୫ ସଂକ୍ରମିତ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୭୩୪ ଆକ୍ରାନ୍ତ…. ରାଜ୍ୟରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ରହିଛି ୫ହଜାର ୫୪୯…

(୪) ଦେଶରେ କମୁଛି କରୋନା ସଂକ୍ରମଣ… ଚିହ୍ନଟ ହେଲେ ଆଉ ୧୧,୭୮୧ ପଜିଟିଭ୍‌… ଗୋଟିଏ ଦିନରେ ୧୬, ୪୧୨ଜଣ ହେଲେ ସୁସ୍ଥ… ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ କରାଯାଉଛି ଜୋରଦାର ଟିକାକରଣ.. ବର୍ତ୍ତମାନ ଦେଶରେ ମୋଟ୍‌ ରହିଛନ୍ତି ୧ଲକ୍ଷ ୩୧ହଜାର ୮୦୭ ସକ୍ରିୟ କରୋନା ଆକ୍ରାନ୍ତ…

(୫) ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ାଉ… ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍‌ କରୁଛି ଏଫବିଆଇ ଗୁଇନ୍ଦା ସଂସ୍ଥା… ଏନେଇ ଟ୍ୱିଟ୍‌ କରି ନିଜେ ସୂଚନା ଦେଲେ ଟ୍ରମ୍ପ… କହିଲେ, ବିନା ନୋଟିସରେ ହେଉଛି ଯାଞ୍ଚ…

(୬) ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା… ୪ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି… ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ବାର୍ଷିବ… ୧୪ ଜିଲ୍ଲାକୁ ଅରେଞ୍ଜ ସହ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପଣିପାଗ ବିଭାଗ…

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories