ନାବାଳିକା ଦୁଷ୍କର୍ମୀକୁ ୨୦ବର୍ଷ ଜେଲ

ବାଲେଶ୍ବର: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିବା ସୂଚନା ମିଳିଛି। ସ୍ବତନ୍ତ୍ର ପୋକ୍ସୋ କୋର୍ଟ ପକ୍ଷରୁ ଦୋଷୀ ଦିନେଶ ମାରାଣ୍ଡୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ ୨୦୧୬ ଖନ୍ତାପଡ଼ା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା।

kalyan agarbati

Comments are closed.