www.samajalive.in
Monday, December 15, 2025
16.1 C
Bhubaneswar

ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ବିପୁଳ ସଫଳତା, ସୁମିତ ପାଟଣା ବ୍ଲକ ଟପର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ମାଟ୍ରିକ ପରୀକ୍ଷାରେ ବିପୁଳ ସଫଳତା ମିଳିଛି। ଏହି ବିଦ୍ୟାଳୟରେ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ ରେ ପାସ୍ କରିଛନ୍ତି। ଏହି ବିଦ୍ୟାଳୟର ସୁମିତ କୁମାର ପୃଷ୍ଟି ସର୍ବାଧିକ ୫୮୧ ନମ୍ବର ରଖିଛନ୍ତି। ସେହିପରି ପ୍ରିୟ ମୋହନ ସାହୁ ୫୭୫ ନମ୍ବର, ସର୍ବଜିତ କର ୫୭୨ ନମ୍ବର , ଲକ୍ଷଣ କୁମାର ମହାନ୍ତ ୫୬୯ ନମ୍ବର, ବିଦୁସ୍ମିତା ନାଏକ ଓ ଶ୍ରାବଣୀ ମହାନ୍ତ ୫୬୭ ଲେଖାଏଁ, ଆଦ୍ୟାଶା ସାହୁ ୫୫୭ ନମ୍ବର, ମନୋଜ କୁମାର ନାୟକ ୫୫୫ ନମ୍ବର, ପ୍ରିତିରାଣୀ ସାହୁ ୫୫୪ ନମ୍ବର, ସ୍ବାତି ସ୍ୱାଗତିକା ସିଂହ ୫୫୦ ନମ୍ବର, ଦୀପିକା ସାହୁ ୫୪୯ ନମ୍ବର, ସାଇ ଅଭିଜିତ ସାହୁ ୫୪୮ ନମ୍ବର, ସୁବ୍ରତ କୁମାର ମହାନ୍ତ ୫୪୪ ନମ୍ବର, ପ୍ରଜ୍ଞା ପରମିତା ୫୪୪ ନମ୍ବର, ଶୁଭମ୍ କୁମାର ସାହୁ ୫୪୩ ନମ୍ବର ରଖି ଏ-୧ ଗ୍ରେଡ ରେ ପାସ୍ କରିଛନ୍ତି। ବିଦ୍ୟାଳୟ ର ମୋଟ ୫୯ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସଫଳତା ମିଳିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories