ପୁଣି ବଢିଲା ସଂକ୍ରମଣ : ଦିନରେ ଆଉ ୧୬୧ ପଜିଟିଭ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଆଉ ୧୬୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୫, ସ୍ଥାନୀୟ ଅଞ୍ଚଳରୁ ୬୬, ୧୮ ବର୍ଷରୁ କମ୍ ବୟସର ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦ ଓ କଟକରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 28th June
New Positive Cases: 161
Of which 0-18 years: 24
In quarantine: 95
Local contacts: 66(Details of local contacts will be shared by concerned District)
1. Balasore: 8
2. Bhadrak: 3
3. Cuttack: 32
4. Jagatsinghpur: 3
5. Jajpur: 2
6. Jharsuguda: 3— I & PR Department, Odisha (@IPR_Odisha) June 29, 2022
ବାଲେଶ୍ବରରୁ ୮ ଜଣ, ଭଦ୍ରକ, ଜଗତସିଂହପୁର ଓ ଝାରସୁଗୁଡାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ପୁରୀ ଓ ରାୟଗଡାରୁ ୫ ଜଣ ଲେଖାଏଁ, ସୁବର୍ଣ୍ଣପୁରରୁ ୮, ସୁନ୍ଦରଗଡରୁ ୧୩ ଓ ଷ୍ଟେଟପୁଲରୁ ୧୫ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
7. Keonjhar: 1
8. Khurda: 60
9. Mayurbhanj: 1
10. Nuapada: 1
11. Puri: 5
12. Rayagada: 5
13. Sambalpur: 1
14. Sonepur: 8
15. Sundargarh: 13
16. State Pool: 15New recoveries: 49
Cumulative tested: 32069101
Positive: 1289602
Recovered: 1279794
Active cases: 629— I & PR Department, Odisha (@IPR_Odisha) June 29, 2022
ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୬୦୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଆଉ ୪୯ ଜଣ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୭୯୪ରେ ପହଞ୍ଚିଛି । ରାଜ୍ୟରେ ଏବେ ୬୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
Comments are closed.