ଓଡିଶାରେ ତଳକୁ ଖସୁଛି କରୋନା ଗ୍ରାଫ୍ ; ଶହେରେ ସୀମିତ ନୂଆ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨,ସଙ୍ଗରୋଧରୁ ୪୫ ଓ ସ୍ଥାନୀୟ ୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୮୫୨କୁ ବୃଦ୍ଧି ପାଇଛି। ମୋଟ ୧୨,୭୬,୯୩୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭୫୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 15th March
New Positive Cases: 80
Of which 0-18 years: 12
In quarantine: 45
Local contacts: 35(Details of local contacts will be shared by concerned District)
1. Balasore: 5
2. Bargarh: 1
3. Balangir: 4
4. Boudh: 2
5. Cuttack: 3
6. Deogarh: 3— I & PR Department, Odisha (@IPR_Odisha) March 16, 2022
New recoveries: 152
Cumulative tested: 30011403
Positive: 1286852
Recovered: 1276934
Active cases: 750— I & PR Department, Odisha (@IPR_Odisha) March 16, 2022
୨୦ ଜିଲା ଓ ଷ୍ଟେଟ ପୁଲରୁୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୫, ବରଗଡ ୧, ବଲାଙ୍ଗୀର ୪, ବୌଦ୍ଧ ୨, କଟକ ୩, ଦେଓଗଡ ୩, ଗଜପତି ୯, ଗଞ୍ଜାମ ୩, ଯାଜପୁର ୨, କନ୍ଧମାଳ ୧, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୮, କୋରାପୁଟ ୩, ମୟୁରଭଞ୍ଜ ୭, ନବରଙ୍ଗପୁର ୧, ନୂଆପଡା ୧, ସମ୍ବଲପୁର ୧୩, ସୋନପୁର ୨, ସୁନ୍ଦରଗଡ ୬, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.