www.samajalive.in
Monday, December 15, 2025
24.1 C
Bhubaneswar

ଉତ୍ତରପ୍ରଦେଶରେ ବିଜେପି ଶହେ ପାର, ପଞ୍ଜାବରେ ଆପ୍‌ ଗୋଆରେ କଂଗ୍ରେସ ଆଗୁଆ, ଉତ୍ତରାଖଣ୍ଡରେ କଡା ପ୍ରତିଦ୍ୱନ୍ଦିତା

 

ନୂଆଦିଲ୍ଲୀ – ୫ଟି ରାଜ୍ୟରେ ବିଧାନସଭା ଆସନ ପାଇଁ ଗଣତି ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ବିଜେପି ଉତ୍ତର ପ୍ରଦେଶରେ ଆଗୁଆ ରହିଛି । ୯ ସୁଦ୍ଧା ବିଜେପି ୧୪୩ଟି ଆସନରେ ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟିର ସଦସ୍ୟମାନେ ୬୯ ଏବଂ ବିଏସ୍‌ପି ୨ଟି ଆସନରେ ଆଗୁଆ ରହିଛି । ଅନ୍ୟମାନେ ୨ଟି ଆସନରେ ଆଗୁଆ ରହିଛନ୍ତି ।

- Advertisement -

ପଞ୍ଜାବରେ ଆପ୍‌ ୪୮ ଆସନରେ ଆଗୁଆ ରହିଥିବା ବେଳେ, କଂଗ୍ରେସ ୧୭, ଶିରୋମଣୀ ଅକାଳୀଦଳ ୧ ଏବଂ ବିଜେପିର ମେଣ୍ଟ ୩ଟି ଆସନରେ ଆଗୁଆ ରହିଛନ୍ତି । ଉତ୍ତରାଖଣ୍ଡରେ ବିଜେପି ୨୮ଟି ଆସନ ଏବଂ କଂଗ୍ରେସ ୨୪ଟି ଆସନରେ ଆଗୁଆ ରହିଛନ୍ତି ।

ଗୋଆରେ କଂଗ୍ରେସ ୧୯ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୬ଟି ଟିଏମ୍‌ସି ୪ଟି ଏବଂ ଅନ୍ୟମାନେ ଗୋଟିଏ ଆସନରେ ଆଗୁଆ ରହିଛନ୍ତି ।

ମଣିପୁରରେ ବିଜେପିର ମେଣ୍ଟ ୨୨ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଗୋଟିଏ ଏବଂ ଅନ୍ୟମାନେ ୮ଟି ଆସନରେ ଆଗୁଆ ରହିଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories