ସାଇବର ଠକେଇ, ୩ ଗିରଫ
ଭୁବନେଶ୍ବର: ସାଇବର ଠକେଇ ଅଭିଯୋଗରେ ୩ଜଣଙ୍କୁ ଅଇଁଠାପାଲି ପୁଲିସ ଗିରଫ କରିଛି। ଗିରଫ ୩ଜଣଙ୍କ ମଧ୍ୟରେ ଭୁବନେଶ୍ବରରୁ ଉଠାଇ ନେଇଥିବା ୨ଛାତ୍ର ଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଉଠାଇନେଇଥିଲେ। ଏନିଡେସ୍କ ଆପ ଡାଉନଲୋଡ କରାଇ ୨ଲକ୍ଷ ଉଠାଇ ନେଇଥିଲେ। ଖୋଳତାଡ଼ କରି ୩ ଜଣଙ୍କୁ ଗିରଫ ସହ ୧.୧୩ଲକ୍ଷ ଟଙ୍କା ପୁଲିସ ଜବତ କରିଛି। ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ଝାଡ଼ଖଣ୍ଡ ଏବଂ ଜଣେ ବିହାରର ହୋଇଥିବା ଜଣାପଡ଼ିଛି।
Comments are closed.