www.samajalive.in
Sunday, December 7, 2025
14.1 C
Bhubaneswar

୧୩ହଜାର ଫୁଟ ଉପରେ ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସ୍କାଏ ଡାଇଭର

ନୂଆଦିଲ୍ଲୀ: ଭାରତୀୟ ସ୍କାଏ ଡାଇଭର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଶିତଲ ମହାଜନ ମୋଦୀଙ୍କ ଜନ୍ମଦିନ ଅଭିନନ୍ଦନ ନିଆରା ଭାବେ ଜଣାଇଛନ୍ତି। ଆମେରିକାର ଚିକାଗୋଠାରେ ଶିତଲ ଭୂପୃଷ୍ଟରୁ ୧୩ହଜାର ଫୁଟ ଉଚ୍ଚତାରୁ ସ୍କାଏ ଡାଇଭ କରିଛନ୍ତି। ଏହି ସମୟରେ ସେ ହାତରେ ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଏକ ପ୍ଲାକାର୍ଡ଼ ଧରିଥିଲେ। ଶିତଲଙ୍କ ଏହି ଫଟୋ ଏଏନଆଇ ସୋସିଆଲ ମିଡିଆରେ ସେୟାର କରିଛି। ଶିତଲ ଶାଢୀ ପିନ୍ଧି ଏହି ଡାଇଭ କରିଥିଲେ। ସମ୍ପୂର୍ଣ୍ଣ ଭାରତୀୟ ସଂସ୍କୃତି ବେଶଭୂଷାରେ ଶିତଲ ପ୍ରଧାନମନ୍ତ୍ରୀଙ୍କ ୬୮ତମ ଜନ୍ମଦିନର ଅଭିନନ୍ଦନ ଜଣାଇ ସୋସିଆଲ ମିଡିଆରେ ବେଶ୍‍ ଚର୍ଚ୍ଚିତ ହୋଇଛନ୍ତି।
ଶିତଲ ପୂର୍ବରୁ ଏକାଧିକ ଥର ଆକାଶରୁ ଶାଢୀ ପିନ୍ଧି ସ୍କାଏ ଡାଇଭିଂ କରିଛନ୍ତି। ଶାଢୀ ପିନ୍ଧି ସ୍କାଏ ଡାଇଭିଂ କରିବା ରେକର୍ଡ଼ ଶିତଲଙ୍କ ନାମରେ ରହିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories