www.samajalive.in
Monday, December 15, 2025
16.1 C
Bhubaneswar

ଫ୍ୟାମିଲ ଲୋନ ନାମରେ ୪ ଲକ୍ଷ ୪୨ ହଜାର ଟଙ୍କା ଅନଲାଇନ୍ ଠକେଇ

ଜି.ଉଦୟଗିରି : ଆଜିକାଲିର ଯୁଗରେ ସ୍ମାର୍ଟ  ଫୋନ ଯେତିକି ଉପାଦେୟ, ସେତିକି ମାରାତ୍ମକ ମଧ୍ୟ । ତା’ର ଏକ ନିଛକ ଉଦାହରଣ ସ୍ଥାନୀୟ ବନପାଳ ତାଲିମ କେନ୍ଦ୍ର ପରିସରରେ ମଧ୍ୟରେ ଦେଖିବାକୁ ମିଳିଛି । ବିବରଣୀରୁ ପ୍ରକାଶ ଯେ ପ୍ଳେ ଷ୍ଟୋରରୁ ଏକ ଫ୍ୟାମିଲ ଲୋନ ଆପକୁ ଡାଉନଲୋଡ କରି ସେଥିରେ ୬୦,୦୦୦ ଟଙ୍କାର ଲୋନ ଅନଲାଇନ୍ ମାଧ୍ୟମରେ ଉପବନ ସଂରକ୍ଷକ ପ୍ରଦୀପ କୁମାର ମହାରଣାଙ୍କ ପୁଅ ରୋଷନ କୁମାର ମହାରଣା ମାଗିଥିଲେ। ସେପଟରୁ ଯେଉଁ ତଥ୍ୟ ମାଗିଥିଲେ ସେ ସବୁ ତଥ୍ୟ ରୋଷନ ଅନଲାଇନ୍ ମାଧ୍ୟମରେ ଦେଇଥିବା ବେଳେ ସବୁ ତଥ୍ୟ ଭୂଲ ଦେଇଛ କହି ଅଭିନବ ଉପାୟରେ ଆଶା ଦେଖାଇ ଜାନୁଆରୀ ୦୧ ତାରିଖ ଠାରୁ ୦୩ ତାରିଖ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୪୨ ହଜାର ଟଙ୍କା ତାଙ୍କ ବାପାଙ୍କର ଷ୍ଟେଟ ବ୍ୟାଙ୍କ ଓ ରୋଷନର ୟୁନିୟନ ବ୍ୟାଙ୍କ ଖାତାରୁ ଠକି ନେଇଥିବା ଆଜି ରୋଷନ ବାପାଙ୍କ ଉପସ୍ଥିତିରେ ସୂଚନା ଦେଇଛନ୍ତି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories