www.samajalive.in
Sunday, December 14, 2025
19.1 C
Bhubaneswar

ସାନ୍ତରାପୁର ରାଇବଣରେ କଂଗ୍ରେସର ମିଶ୍ରଣ ପର୍ବ

ପାଟଣା: ଘଟଗାଁ ବ୍ଲକ୍ କଂଗ୍ରେସ୍ ସଭାପତି ପ୍ରଭାକର ନାୟକଙ୍କ ଅଧକ୍ଷତାରେ ଏକ ମିଶ୍ରଣ ପର୍ବ ରାଇବଣ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ସଭାପତି ଶ୍ରୀ ନାୟକ କର୍ମୀଙ୍କୁ ବର୍ତ୍ତମାନ ସମୟରେ ଛାତ୍ର ସମାଜ, ଯୁବକ ସମାଜ ଏବଂ ମହିଳା ସମାଜ ସମସ୍ତଙ୍କୁ ଏକଯୁଟ ହେବାକୁ ପଡିବ, ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କିପରି ମହିଳା ମାନଙ୍କ ଭୁମିକା ଅଗ୍ରଣୀ ହେବ ସେଥିପ୍ରତି କଂଗ୍ରେସ ତରଫରୁ ପ୍ରାଥମିକତା ଦିଆଯିବା ନେଇ ପରାମର୍ଶ ଦେଇଥିଲେ।

ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ସାହୁ, ରୁଦ୍ର ନାରାୟଣ ସିଂ, ନରହରୀ ନାଏକ ନିଜ ନିଜର ବକ୍ତବ୍ୟ ପ୍ରଦାନ ସହ ନୂତନ କର୍ମୀମାନଙ୍କୁ ଦଳକୁ ସ୍ବାଗତ କରିଥିଲେ। ପ୍ରଭାକର ମହାନ୍ତ, ନବୀନ ନାୟକ, ଲମ୍ବୋଧର ନାଏକ, ଭୁଲାରାମ ନାୟକ, ଭାଟି ନାୟକ, ରୁକ୍ମଣୀ ନାୟକ, ସୁମିତ୍ରା ମହାପାତ୍ର, ଭାରତୀ ନାୟକ, ପ୍ରମିଳା ନାୟକ, ନିରୂପମା ମହାପାତ୍ର, ଟୁନୀ ନାୟକ, ସୁକାନ୍ତୀ ନାୟକ, ସୁମନା ନାୟକ, ରଞ୍ଜନ କୁମାର ପ୍ରଧାନ ଆଦି ପ୍ରମୂଖ ଅନ୍ୟ ରାଜନୈତିକ ଦଳ ଛାଡି କଂଗ୍ରେସରେ ଯୋଗଦେଲେ। ସମସ୍ତ ନୂତନ କର୍ମୀ ଦଳୀୟ ଅନୁଶାସନରେ ରହିବେ ବୋଲି ମତ ପ୍ରକାଶ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories