www.samajalive.in
Sunday, December 14, 2025
17.1 C
Bhubaneswar

ଫୋର୍ବସ୍‌ ତାଲିକାରେ ମାତିଲ୍‌ଦା

ଫୋର୍ବସ୍‌ ତାଲିକାରେ ମାତିଲ୍‌ଦା : ୨୦୨୧ ଫୋର୍ବସ୍ ସଶକ୍ତିକରଣ ମହିଳା ତାଲିକାରେ ସ୍ଥାନିତ ହୋଇଛନ୍ତି ସୁନ୍ଦରଗଡର ବଡଗାଁ ତହସିଲ ଅନ୍ତର୍ଗତ ଗରଗଡବାହାଲ ଗ୍ରାମ ବାସିନ୍ଦା ମାତିଲଦା କୁଲୁ। ୧୫ ବର୍ଷ ଧରି ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିବା ଆଶା ଦିଦି ମାତିଲ୍‌ଦା କରୋନା ସମୟରେ ୯୬୪ଜଣ ରୋଗୀଙ୍କ ସେବା ଶୁଶ୍ରୁଷା କରି ଚର୍ଚ୍ଚିତ ହୋଇଥିଲେ। ଅଗଣିତ ଆଦିବାସୀ ଜନତାଙ୍କୁ ବୁଝାଇ ଟିକାନେବାକୁ ରାଜି କରାଇବାରେ ଦେବଦୂତ ସାଜିଥିଲେ ସେ। ନିଜେ ସତର୍କ ରହି ଲୋକଙ୍କ ଘରକୁ ଯାଇ ସେମାନଙ୍କ ତାପମାତ୍ରା ପରଖିବା, ଭିଟାମିନ୍ ଔଷଧ ଦେବା ସହ ସଚେତନ କରାଇବାରେ ମାତିଲ୍‌ଦା ଆଦୌ ହେଳା କରନ୍ତିନାହିଁ। ସ୍ଥାନୀୟ ଅଞ୍ଚଳରେ ସେ ‘କୋଭିଡ୍ ଦିଦି’ ନାମରେ ମଧ୍ୟ ପରିଚିତ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories