www.samajalive.in
Sunday, December 14, 2025
19.1 C
Bhubaneswar

ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ

ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ସ୍ୱୟଂ ହିଁ ଏକ ମହତ୍ତ୍ୱପୂର୍ଣ୍ଣ ଓ ସେ ନିଜେ କଲ୍ୟାଣକାରୀ ଅଟନ୍ତି। ତାଙ୍କୁ ଆରାଧନା କଲେ ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। ଦାମ୍ପତ୍ୟ ଜୀବନର ସୁଖ ପାଇଁ, ପୁତ୍ର କାମନା ନିମନ୍ତେ, ଧନ ସମୃଦ୍ଧିର ବୃଦ୍ଧି, ହଠାତ୍‍ ଆସୁଥିବା ସମସ୍ୟା ପାଇଁ ଓ ଦୁଃଖର ନିବାରଣ ପ୍ରଭୁଙ୍କୁ ପୂଜା କଲେ ଦୂର ହୋଇଥାଏ।
ଯେକୌଣସି ବ୍ୟକ୍ତିର ଅନିଷ୍ଟତାର ଆଶଙ୍କା, ସ୍ୱାସ୍ଥ୍ୟର ସମସ୍ୟା, ଆର୍ଥିକ କ୍ଷେତ୍ରରେ ଅସୁବିଧା ଆଦି ସମସ୍ତ କଷ୍ଟରୁ ଶ୍ରୀଗଣେଶ ଦୂର କରିଥାଆନ୍ତି। ତାଙ୍କୁ ସର୍ବଦା ଭକ୍ତି, ଶ୍ରଦ୍ଧା ଏବଂ ବିଶ୍ୱାସ ସହ ସ୍ମରଣ କଲେ ସମସ୍ତ ଦୁଃଖ ଦୂର ହୋଇଥାଏ। ତେଣୁ ଏହି ପବିତ୍ର ଗଣେଶ ପୂଜାରେ ପ୍ରଭୁଙ୍କ ନିକଟରେ ନତମସ୍ତକ କରି ନିଜ ଜୀବନର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର କରିବା ନିମନ୍ତେ କାମନା କରିବା ଉଚିତ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories