www.samajalive.in
Sunday, December 7, 2025
16.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ବଦଳିଲା ଫେସବୁକର ନାମ, ଏବେ ‘ମେଟା’ ନାମରେ ସାମାଜିକ ଗଣ ମାଧ୍ୟମରେ ପରିଗଣିତ ହେବ, କମ୍ପାନୀର ମୂଳ ନାମ ରହିବ ଫେସବୁକ

ମମିତା ମେହେର ହତ୍ୟା ମାମଲା ; ତଥ୍ୟ ଅନୁସନ୍ଧାନ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ

- Advertisement -

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି

କଂଗ୍ରେସ ହେଉଛି ପେନସନଭୋଗୀ ପାରିବାରିକ ଦଳ- ଧର୍ମେନ୍ଦ୍ର ପ୍ରଧାନ

ଦିନକରେ ରାଜ୍ୟରେ ୩୬୫ ନୂଆ କରୋନା ଆକ୍ରାନ୍ତ

ସଂଗରୋଧରୁ ୨୧୨ ଓ ସ୍ଥାନୀୟ ସଂକ୍ରମିତ ୧୫୩

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୬ ଜଣ ଥିବା ଜଣାଯାଇଛି

ଅନୁଗୁଳରୁ ୧, ବାଲେଶ୍ୱର ୨, ବରଗଡ ୧, ଭଦ୍ରକ ୭, କଟକ ୩୪, ଦେବଗଡ ୬ ଓ ଢେଙ୍କାନାଳରୁ ୪ ଜଣ ଚିହ୍ନଟ

ଗଞ୍ଜାମରେ ୫, ଜଗତସିଂହପୁର ୧୩, ଯାଜପୁର ୧୦, ଝାରସୁଗୁଡା ୩, କଳାହାଣ୍ଡି ୩, କେନ୍ଦ୍ରାପଡା ୨୦, ଖୋର୍ଦ୍ଧାରେ ୧୫୭ ଜଣଙ୍କୁ ଚିହ୍ନଟ କରାଯାଇଛି

କୋରାପୁଟ ୪, ମାଲକାନଗିରି ୧, ମୟୁରଭଞ୍ଜ ୨୩, ନୟାଗଡ ୧, ନୂଆପଡା ୩, ପୁରୀ ୧୦, ରାୟଗଡା ୧, ସମ୍ବଲପୁର ୧୦, ସୋନପୁର ୧, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୩୭ ଚିହ୍ନଟ ହୋଇଛନ୍ତି

ଦିନକ ମଧ୍ୟରେ ୫୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୪୫୬୩ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି

ଦେଶରେ ଚିହ୍ନଟ ହେଲେ ଆଉ ୧୪,୩୪୮ ସଂକ୍ରମିତ; ୮୦୫ ମୃତ

ସେହି ସମୟ ମଧ୍ୟରେ ୧୩,୧୯୮ ଜଣ ସୁସ୍ଥ ହୋଇଛନ୍ତି

ଏପର୍ଯ୍ୟନ୍ତ ମୋଟ ୩,୪୨,୪୬,୧୫୭ ଜଣ ସୁସ୍ଥ ହୋଇସାରିଛନ୍ତି

ଦେଶରେ ସଂପ୍ରତି ୧,୬୧,୩୩୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି

ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୭,୧୯୧କୁ ବୃଦ୍ଧିପାଇଛି

ଦିନକ ମଧ୍ୟରେ କେବଳ କେରଳରେ ୭୮୩୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି

ଦେଶରେ ଦୈନିକ ସଂକ୍ରମଣ ହାର ୧.୧୨% ଓ ସାପ୍ତାହିକ ହାର ୧.୧୮% ରହିଥିବାବେଳେ ଆରୋଗ୍ୟ ହାର ୯୮.୧୯%

ଗୁରୁବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୧,୦୪,୮୨,୦୦,୯୬୬ ପାନ କୋଭିଡ ଟିକା ଦିଆଯାଇଛି

ରୋମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories