www.samajalive.in
Tuesday, December 9, 2025
16.1 C
Bhubaneswar

କଟକରେ ଏନକାଉଣ୍ଟର

କଟକ : ଆଜି ସକାଳେ କଟକ କନ୍ଦରପୁର ଥାନା ପୁଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଥିବା ନେଇ ଖବର ମିଳିଛି। ଉକ୍ତ ଅପରାଧୀ ଜଣକ ହେଉଛି ରାକା। ଏନକାଉଣ୍ଟର ସମୟରେ ପୁଲିସ ତା’ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ ଜବତ କରିଛି। ରାକା ନାମରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ଅନେକ ଦିନ ହେବ ପୁଲିସ ତା’କୁ ଖୋଜୁ
ଥିଲା। ସକାଳ ପ୍ରାୟ ୬ଟା ୩୦ ସମୟରେ ରାକା ଜଗତସିଂହପୁରରୁ କଟକ ଆସୁଥିବା ନେଇ ପୁଲିସ ଖବର ପାଇବା ପରେ ତା’ର ପିଛା କରିବା ସମୟରେ ରାକା ପୁଲିସ ଉପରକୁ ଗୁଳିଚାଳନା କରିଥିଲା। ଫଳରେ ପୁଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ରାକା ଗୋଡରେ ଗୁଳି ବାଜିଥିବା ବେଳେ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories