www.samajalive.in
Sunday, December 7, 2025
26.1 C
Bhubaneswar

୧୩୩ ବର୍ଷ ତଳର ପ୍ରଥମ ମୋଟରସାଇକଲ୍

୨୦୧୮ ସୁଦ୍ଧା ସଂଖ୍ୟାଧିକ କମ୍ପାନୀ ବିଭିନ୍ନ ଡିଜାଇନର ଦାମୀ ମଟର ସାଇକଲ୍‌୍ଗୁଡ଼ିକୁ ଇତିମଧ୍ୟରେ ବଜାର ପ୍ରବେଶ କରାଇଛନ୍ତି। ଯୁବପିଢ଼ିଙ୍କ ମୁଖ୍ୟ ସଉକ୍ ଭାବେ ଜଣାଯାଉଥିବା ଏଇ ମଟରସାଇକଲ୍‌ର ଇତିହାସ ବେଶ୍ ପୁରୁଣା। ୧୩୩ ବର୍ଷ ତଳେ ଅର୍ଥାତ୍ ୧୮୮୫ ଅଗଷ୍ଟ ୩୦ରେ ବିଶ୍ବର ପ୍ରଥମ ମଟର ସାଇକଲ୍ ତିଆରି ହୋଇଥିଲା। ଜର୍ମାନୀର ଇଂଜିନିୟର୍‌ ଗଟଲିବ୍‌ ଡେମଲର୍‌ ଏହି ମଟର ସାଇକଲ୍ ତିଆରି କରି ବିଶ୍ବବାସୀଙ୍କୁ ଏକ ଭିନ୍ନ ଅନୁଭବ ଦେଇଥିଲେ। ହାଇ-ସ୍ପିଡ୍ ଇଞ୍ଜିନ୍ ଖଚିତ ଏହି ମଟର ସାଇକଲ ଜର୍ମାନୀର ସଂଗ୍ରହାଳୟରେ ସ୍ଥାନିତ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories