www.samajalive.in
Monday, December 8, 2025
27.1 C
Bhubaneswar

କାରକୁ ପିଟିଲା ଟ୍ରକ୍, ଭିଡିଓ ଦେଖିଲେ ହେବେ ଚକିତ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ସଡକ ଦୁର୍ଘଟଣାର ଭିଡିଓ ଭାଇରାଲ ହୋଇଥାଏ । ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭାଇରାଲ ଭିଡିଓଟି ଅତି ହୃଦୟ ବିଦାରକ ନଜର ଆସୁଛି । ଏଥିରେ ଏକ ଏସୟୁଭି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।

- Advertisement -

ଭିଡିଓରେ ଦେଖାଯାଉଛି କି ରାସ୍ତାରେ ଏକ କାର୍ ପଛୁଆ ଯାଉଛି । ଚାଳକ ଧିରେ ଧିରେ ଗାଡିକୁ ପଛକୁ ନେଉଛନ୍ତି । ଏହି ସମୟରେ ଏକ ଟ୍ରକ୍ ଅଚାନକ ଦ୍ରୁତ ଗତିରେ ଆସି ଗାଡିକୁ ଧକ୍କା ଦେଇ ଘୋଷାଡି ନେଉଛି । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଉଛି। ଭିଡିଓଟି କେଉଁଠାର ସେନେଇ କୌଣସି ସୂଚନା ମିଳିନି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories