www.samajalive.in
Monday, December 15, 2025
27.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ଫୁଲବାଣୀ ମୁଣ୍ଡିଆସାହିର ଘଟଣା, ଅନଲାଇନରେ ପଢିବା ବେଳେ ଫାଟିଗଲା ମୋବାଇଲ
୨. କରୋନାର ତୃତୀୟ ଲହର ସମ୍ଭାବନା ଥିବା ବେଳେ ଏ ଯାଏଁ ହେଲେ ରାଜ୍ୟରେ ୨ ଲକ୍ଷ କରୋନା ଯୋଦ୍ଧା ଟୀକା ନେଇନଥିବା ସୂଚନା
୩. ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ମାଳିସାହି ଅଞ୍ଚଳରୁ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ଓ କମିଶନରେଟ ପୋଲିସ
୪. ଭୁବନେଶ୍ୱରରେ ବିକ୍ରି ହୋଇଥିବା ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ କିଣିଥିବା ସ୍ୱୀକାର କଲେ ନେଇଥିବା ବ୍ୟକ୍ତି
୫. କଟକ ଖାନନଗର ଶ୍ମଶାନରେ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସମ୍ପନ୍ନ, କାଲି କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା
୬. କରୋନା ଟୀକା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା, ଟୀକା ନେବା ପରେ କରୋନା ହେବନି ବୋଲି କହି ହେବନି
୭. ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା, ଦେଶରେ ୪୦ ହଜାର ସାମ୍ପଲ୍‌ର ଜିନମ୍‌ ସିକ୍ୟୁଏନ୍ସିଂ ୨୮ଟି ଲ୍ୟାବ୍‌ରେ ହେଉଛି
୮. ବରିଷ୍ଠ ଓଡିଆ ଆଇଏଏସ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ, ସେ କେନ୍ଦ୍ରସରକାରଙ୍କ ଅଧୀନରେ ସଚିବ ଥିଲେ
୯. ଦେଶରେ ଆଜି କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୪୭, ମୋଟ୍ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୫ ହଜାରକୁ ବୃଦ୍ଧି
୧୦. ୨୪ ଘଣ୍ଟାରେ ଓଡ଼ିଶାରେ ୩,୪୨୭ କରୋନା ସଂକ୍ରମିତ ଚିହ୍ନଟ

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories