nua o banner

କୋପା ଅମେରିକା ଫୁଟ୍‌ବଲ ଆରମ୍ଭ, ବ୍ରାଜିଲ ଓ କଲମ୍ବିଆର ବିଜୟ

BJD Bijuli 480×75 Mob

ବ୍ରାସିଲିଆ (ବ୍ରାଜିଲ): ଭାରତୀୟ ସମୟ ସୋମବାର ଭୋର୍‌ରୁ ବ୍ରାଜିଲ୍‌ରେ​‌ କୋପା ଆମେରିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ମୁଖ୍ୟତଃ ଦକ୍ଷିଣ ଆମେରିକାର ରାଷ୍ଟ୍ରମାନଙ୍କୁ ନେଇ ନିୟମିତ ଆୟୋଜିତ ହେଉଥିବା କୋପା ଆମେରିକା ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଆୟୋଜକ ବ୍ରାଜିଲ ସହ କଲମ୍ବିଆ ଦଳ ବିଜୟୀ ହୋଇଛନ୍ତି।

ଗତଥରର ଚମ୍ପିଆନ୍ ଦଳ ବ୍ରାଜିଲ ୩-୦ ଗୋଲ୍‌ରେ ଭେନେଜୁଏଲାକୁ ପରାସ୍ତ କରିଥିବା ବେଳେ କଲମ୍ବିଆ ୧-୦ ଗୋଲ୍‌ରେ ଇକ୍ୱେଡରକୁ ପରାସ୍ତ କରିଛି। ଉଭୟ ମ୍ୟାଚ୍‌ ଗ୍ରୁପ୍‌ ‘ବି’ର ଥିବା ବେଳେ ଏଥିରେ ବିଜୟୀ ହୋଇ ବ୍ରାଜିଲ ଓ କଲମ୍ବିଆ ୩ ପଏଣ୍ଟ ସହ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି।

Comments are closed.