www.samajalive.in
Sunday, December 7, 2025
26.1 C
Bhubaneswar

୧୩୦ ବର୍ଷ ପରେ ଦେଖାଦେଲା ‘ବରଫ ପେଚା’

ଉତ୍ତର-ଆମେରିକା, ଫିନ୍‌ଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ ପ୍ରାନ୍ତରେ ବରଫ ପେଚା କଦବା କ୍ବଚିତ୍ ବିଶେଷଜ୍ଞଦଳ ଦେଖିଛନ୍ତି। ବିଦେଶୀ ରାଇଜରେ ଏହି ବିରଳ ପକ୍ଷୀଟି ‘ସ୍ନୋଇ ଓଉଲ୍’ ନାମରେ ପରିଚିତ, ଶେଷଥର ୧୮୯୦ରେ ଆମେରିକାର ସେଣ୍ଟ୍ରାଲ୍ ପାର୍କରେ ବରଫ ପେଚା ଦେଖାଯାଇଥିଲା। କିଛି ବର୍ଷ ପର୍ଯ୍ୟନ୍ତ ଏହି ପକ୍ଷୀ ଘନଜଙ୍ଗଲ ସହ ଅନ୍ୟାନ୍ୟ ପ୍ରାନ୍ତରେ ଦେଖା ନଯିବାରୁ ବିଶେଷଜ୍ଞ ସମୂହ ଅନୁମାନ କଲେ, ବୋଧହୁଏ ପକ୍ଷୀଟି ଲୁପ୍ତ ହୋଇଗଲା। ଅନ୍ୟ ପ୍ରଜାତିର ପେଚା ଦିନରେ ଶୋଇ, ରାତି ସାରା ଉଜାଗର ରହୁଥିବାବେଳେ ବରଫ ପେଚା କିନ୍ତୁ ଦିନ ବେଳା ଅଧିକ ସକ୍ରିୟ ରହନ୍ତି। ଏମାନେ ଅତିବେଶୀରେ ୧୦ ବର୍ଷ ଜୀବିତ ରହନ୍ତି, ଆମେରିକାରେ ଏହି ପେଚା ନିଶ୍ଚିହ୍ନ ହୋଇଯାଇଥିଲା କହିଲେ ଚଳେ।

 

- Advertisement -

ପ୍ରାୟ ୧୩୦ ବର୍ଷ ପରେ ନ୍ୟୁୟର୍କର ଏକ ପାର୍କର ଗଛରେ ବରଫ ପେଚା ବସିଥିବା ଦେଖି ଦେଖଣାହାରୀ ଫଟୋ ଉଠାଇ ସୋସିଆଲ୍ ସାଇଟ୍‌ରେ ଅପଲୋଡ କରିିଥିଲେ। ଏବେ ଏହି ପକ୍ଷୀ ଉପରେ ଅଧିକ ଗବେଷଣା ଜାରି ରହିବା ସହ ଗବେଷକଦଳ ସେମାନଙ୍କ କାମ ପାଇଁ ପକ୍ଷୀଜଗତକୁ କୌଣସି ପ୍ରକାର ହାନି ପହଞ୍ଚାଇବେନାହିଁ ବୋଲି ବଦ୍ଧପରିକର ହୋଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories