nua o banner

ବିଜେଡିରେ ମିଶିଲେ ଅଖିଳ ପଟ୍ଟନାୟକ

BJD Bijuli 480×75 Mob

ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ ଓଡ଼ିଆ ଅଭିନେତା ଅଖିଳ ପଟ୍ଟନାୟକ। ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। କିଛି ଦିନ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ଛାଡ଼ିଥିଲେ ଅଖିଳ। ବିଜେଡିରେ ସାମିଲ ହେବାପରେ ବିଜେପିରେ ତାଙ୍କୁ ଉପେକ୍ଷା କରାଯାଇଥିବା କହିଛନ୍ତି ଅଖିଳ ପଟ୍ଟନାୟକ।

Comments are closed.