nua o banner

ଅପରାହ୍ଣ ୪ଟା ମୁଖ୍ୟ ଖବର

BJD Bijuli 480×75 Mob

ଆଜି ୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ..

ମହାପ୍ରଭୂଙ୍କ ବନକଲାଗି ନୀତି ପାଇଁ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ..

କାଳବୈଶାଖୀ ପ୍ରଭାବରେ ଆହୁରି ୫ଦିନ ବର୍ଷା ସମ୍ଭାବନା..

ଆତ୍ମସମର୍ପଣ କଲେ ୯ ମାଓବାଦୀ, ୨ ମହିଳା ଓ ୭ ପୁରୁଷ ମାଓବାଦୀ ..

ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲାର ହୋଇଥିବା ସୂଚନା..

ଅକ୍ଷୟ ତୃତୀୟା : ଜାଣନ୍ତୁ କିଣାକିଣି ଓ ପୂଜା ପାଇଁ ଶୁଭ ମୁହୂର୍ତ୍ତ, ଭୁଲରେ ବି ଏସବୁ ଜିନିଷ କିଣିବେ ନାହିଁ..

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଆଇଜି..

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ନେଇଛି ୩ ଜୀବନ: ସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର..

ପୁଣି ଅଡୁଆରେ ସାଂସଦ ଅନୁଭବ ମହାନ୍ତି..

ଅନୁଭବଙ୍କ ଡିସଚାର୍ଜ ପିଟିସନ୍ ଖାରଜ..

ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ..

ରାୟଗଡା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ..

Comments are closed.