nua o banner

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BJD Bijuli 480×75 Mob

ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ.. ଦୁବାଇରୁ ଆସିଥିଲା ୨.୭୯ କୋଟି ଟଙ୍କାର ସୁନା, ୪ ଗରିଫ..

ପୁତୁରାଙ୍କୁ ଉତ୍ତରାଧିକାରୀ ଦାୟିତ୍ବରୁ ବିଦା କଲେ ମାୟାବତୀ..

ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ.. ନିର୍ବାଚନ ଲଢ଼ିବେ ୬୯୫ ପ୍ରାର୍ଥୀ..

ରାୟଗଡ଼ାରେ କହିଲେ ରାଜନାଥ ସିଂ.. ପୂର୍ବରୁ ଅନେକ ଥର ଓଡ଼ିଶା ଆସିଥିଲି, ଏଥର କିନ୍ତୁ ସ୍ଥିତ ଅଲଗା ଦେଖାଯାଉଛି..

ରୁଷ୍ ସେନାରେ ନିଯୁକ୍ତି ପ୍ରଲୋଭନ, ୪ ଗିରଫ..

ବିଜେଡିରେ ମିଶିଲେ ଅଭିନେତା ଅଖିଳ ପଟ୍ଟନାୟକ..

ଆଜି ୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ.. ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ..

କାଳବୈଶାଖୀ ପ୍ରଭାବରେ ଆହୁରି ୫ଦିନ ବର୍ଷା ସମ୍ଭାବନା..

ଆତ୍ମସମର୍ପଣ କଲେ ୯ ମାଓବାଦୀ.. ୨ ମହିଳା ଓ ୭ ପୁରୁଷ ମାଓବାଦୀ .. ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲାର ହୋଇଥିବା ସୂଚନା.. ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଆଇଜି..

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ନେଇଛି ୩ ଜୀବନ: ସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର..

ପୁଣି ଅଡୁଆରେ ସାଂସଦ ଅନୁଭବ ମହାନ୍ତି.. ଅନୁଭବଙ୍କ ଡିସଚାର୍ଜ ପିଟିସନ୍ ଖାରଜ.. ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ..

ରାୟଗଡା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ..

ନବରଙ୍ଗପୁରରେ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା..

Comments are closed.