www.samajalive.in
Wednesday, December 10, 2025
15.1 C
Bhubaneswar

ଜାଣନ୍ତୁ, ମୋତି ଧାରଣ କରିବାର ସଠିକ ନିୟମ

ମୋତି ଏକ ରତ୍ନ ଅଟେ। କିନ୍ତୁ ଏହା ପ୍ରକୃତରେ ଏକ ଜୈବିକ ସଂରଚନା ଅଟେ। ଏହା ସତ୍ତେ୍ୱ ମୋତିକୁ ନବରତ୍ନ ଶ୍ରେଣୀରେ ରଖାଯାଇଛି। ଚନ୍ଦ୍ରମା ପରି ମୋତିର ରଙ୍ଗ ହୋଇଥିବାରୁ ଏହା ଶାନ୍ତ, ସୁନ୍ଦର ଓ ଶୀତଳ ଅଟେ। ଏହାର ପ୍ରଭାବ ସିଧା ସଳଖ ଆମ ଶରୀର ଓ ମନ ଉପରେ ପଡିଥାଏ। ମୋତିର ପ୍ରଭାବ ଶୀଘ୍ର ଆମ ଉପରେ ପଡି ନଥାଏ। ଏହାର ପ୍ରଭାବ ଧୀରେ ଧୀରେ କାର୍ଯ୍ୟ କରିଥାଏ। ମୋତି ଉଭୟ ଲାଭ ଓ କ୍ଷତି କରିଥାଏ।ମୋତି ଧାରଣ କରିବାର ଲାଭ:
ଏହା ମନକୁ ଶାନ୍ତ କରିଥାଏ। ଏହା ସହ ଚିନ୍ତାରୁ ମୁକ୍ତି ଦେଇଥାଏ।
ମନରୁ ଭୟ ଦୂର କରିଥାଏ। ସୁନିନ୍ଦ୍ରାରେ ସାହାର୍ଯ୍ୟ କରିଥାଏ।
ହର୍ମୋନକୁ ସନ୍ତୁଳିତ କରିଥାଏ।
ଆର୍ଥିକ ସମସ୍ୟାକୁ ଦୂର କରିଥାଏ।
ମୋତି ଧାରଣ କରିବା ଡାକ୍ତର ମାନଙ୍କ ପାଇଁ ଉତ୍ତମ ଅଟେ।
ମୋତି ଧାରଣ ଦ୍ୱାରା କ୍ଷତିର କାରଣ:
ମୋତି ଧାରଣ କରିବା ବେଳେ ସର୍ବଦା ସାବଧାନ ରହିବା ଆବଶ୍ୟକ ଅଟେ। କାରଣ ଏହା ମାନସିକ ସ୍ଥିତିକୁ ଧୀରେ ଧୀରେ ପ୍ରଭାବିତ କରିଥାଏ। ଏହା ଗମ୍ଭୀର ଭାବେ ଅବସାଦ ଓ ଚିନ୍ତା ପରି ସମସ୍ୟା ସୃଷ୍ଟି କରିପାରେ। ବେଳେବେଳେ ରକ୍ତଚାପ ବଢାଇ ଦେଇଥାଏ।କେଉଁ ରାଶିର ବ୍ୟକ୍ତି ମୋତି ଧାରଣ କରିବା ଉଚିତ:
ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଅଲଗା ପ୍ରକାର ତତ୍ତ୍ୱରେ ମୋତି ଧାରଣ କରିବା ଉଚିତ।
ମେଷ, କର୍କଟ, ବିଛା ଓ ମୀନ ଲଗ୍ନ ଥିବା ବ୍ୟକ୍ତିମାନେ ମୋତି ଧାରଣ କରିବା ଉତ୍ତମ ଅଟେ।
ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନର ବ୍ୟକ୍ତି ମୋତି ଧାରଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।
ସିଂହ, ତୁଳା ଓ ଧନୁ ଲଗ୍ନର ବ୍ୟକ୍ତିମାନେ ବିଶେଷ ଭାବେ ମୋତି ଧାରଣ କରି ପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories