ନକ୍ସଲ ସହିଦ ସପ୍ତାହରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

0

ମାଲକାନଗିରି: ନକ୍ସଲଙ୍କ ସହିଦ ସପ୍ତାହରେ ନକ୍ସଲଙ୍କୁ ଏକ ବଡା ଝଟକା ଲାଗିଛି। ଏକ ମାଓ ଦମ୍ପତ୍ତି ମାଲକାନାଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଆଞ୍ଚଳିକ କମିଟି ସଦସ୍ୟ ମୁକେଶ ଏବଂ ଦଳୀୟ ସଦସ୍ୟ ରତ୍ନା। ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମୁକେଶ ନାଁରେ ଚାରି ଲକ୍ଷ ଓ ରତ୍ନା ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା।

Leave A Reply