ରାଜ୍ୟରେ ୬ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା; ୨୪ ଘଣ୍ଟାରେ ୧୪ ମୃତ
ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର ମୋଟ ମୃତ୍ୟୁ ସଂଖ୍ୟା ୬ଶହ ପାର କରିଛି। ୨୪ ଘଣ୍ଟାରେ କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୦୫ରେ ପହଞ୍ଚିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
Regret to inform the demise of fourteen Covid positive patients while under treatment in hospitals.
1.A 51 year old male of Bhubaneswar who was also suffering from Diabetes, Hypertension.
2. A 56 year old male of Bhubaneswar.
— H & FW Dept Odisha (@HFWOdisha) September 11, 2020
https://t.co/yWZt3uQqeV 80 year old female of Cuttack district who was also suffering from Diabetes & hypertension.
6.A 61 year old male of Kalahandi district who was also suffering from Hypertension.
7.A 49 year old male of Khordha district.
— H & FW Dept Odisha (@HFWOdisha) September 11, 2020
11. An 86 year old male of Puri district who was also suffering from Diabetes & Coronary Artery Disease.
12. A 72 year old male of Puri district who was also suffering from Diabetes & Hypertension.
13.A 43 year old male of Puri district who was also suffering from Diabetes
— H & FW Dept Odisha (@HFWOdisha) September 11, 2020
ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଛି। ପୁରୀ ଜିଲାରୁ ୩ ଓ ମୟୁରଭଞ୍ଜରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Comments are closed.