ରାଜ୍ୟରୁ ଆଉ ୧୧ ଜୀବନ ନେଲା କରୋନା, ୫୧୪ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଏହାରି ମଧ୍ୟରେ ରାଜ୍ୟରେ ୫୧୪ରେ ପହଞ୍ଚିଛି କରୋନା ମୃତକଙ୍କ ସଂଖ୍ୟା। ଆଜି ପୁଣି ୧୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
2.A 57 year old male of Bhadrak district who was also suffering from Diabetes & Hypertension.
3. A 62 year old male of Bhubaneswar who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 2, 2020
ରାଜ୍ୟରୁ ଆଜି ୧୧ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଜଣ ରହିଥିବା ବେଳେ ଭୁବନେଶ୍ଵରରୁ ୨ ଜଣ ରହିଛନ୍ତି। ସେହିପରି ଭଦ୍ରକ,ସମ୍ବଲପୁର, ରାୟଗଡ଼ା,ପୁରୀ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।
8.A 90 year old male of Jagatsingpur district who was also suffering from Hypertension.
9.A 52 year old male of Puri district who was also suffering from Hypertension.
10.A 64 year old male of Rayagada district who was also suffering from Hypertension, Anemia.
— H & FW Dept Odisha (@HFWOdisha) September 2, 2020
11.A 58 year old female of Sambalpur district.
— H & FW Dept Odisha (@HFWOdisha) September 2, 2020
Comments are closed.