ଭୁବନେଶ୍ବରରୁ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮
ଭୁବନେଶ୍ବର : ଭୁବନେଶ୍ବରରୁ ସୋମବାର ଆଉ ୧୪ ନୂଆ କରୋନା ପଜିଟିଭ ଚିହ୍ନଟ। ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ଏଥିସହ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୬ ସୁସ୍ଥ ହୋଇଥିବା ବେଲେ ୩୫୩ ଜଣ ଚିକିତ୍ସାଧିନ ରହିଛନ୍ତି ଓ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚାନା ଦିଆଯାଇଛି ।
7. Dhenkanal: 7
8. Gajapati: 1
9. Ganjam: 283
10. Jagatsinghpur: 18
11. Jajpur: 17
12. Jharsuguda: 11
13. Kandhamal: 6
14. Kendrapada: 1
15. Keonjhar: 23
16. Khordha: 29
17. Koraput: 50
18. Malkangiri: 14
19. Mayurbhanj: 13
20. Nawarangpur: 40— I & PR Department, Odisha (@IPR_Odisha) July 13, 2020
Comments are closed.