କୋଭିଡ ନିୟମ ଉଲଙ୍ଘନ ; ରାଜଧାନୀର ବ୍ଲୁ ହୁଇଲ ହସ୍ପିଟାଲ ସିଲ
ଭୁବନେଶ୍ବର : ଭୁବନେଶ୍ବରର ମଞ୍ଚେଶ୍ବରସ୍ଥିତ ବ୍ଲୁ ହୁଇଲ ହସ୍ପିଟାଲକୁ ମଙ୍ଗଳବାର ବିଏମସି ପକ୍ଷରୁ ସିଲ କରାଯାଇଛି। କୋଭିଡ- ୧୯ ନିୟମ ଉଲଙ୍ଘନ ସହିତ ହସ୍ପିଟାଲରୁ ୨୭ କରୋନା ପଜିଟିଭ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
Blue Wheel Hospital, Mancheswar has been sealed by BMC authority today because of violation of #COVID19 guidelines of Govt.
As on 23/6/2020, twenty seven positive cases has been detected from this hospital.Show cause has also been issued to the hospital. pic.twitter.com/6aDYD7DbSQ
— BMC (@bmcbbsr) June 24, 2020
Comments are closed.