ନୂଆଦିଲ୍ଲୀ: କରୋନାରେ ଯାହାର ବି ମୃତ୍ୟୁ ହେଉ ଏହା ଦୁଃଖଦ ଘଟଣା। କରୋନାକୁ ଆମେ ଯେତିକି ରୋକିବା ସେତିକି ସଫଳ ହେବା। କୃଷକଙ୍କ ଉତ୍ପାଦ ପାଇଁ ନୂଆ ପଦକ୍ଷେପ ନିଆଯାଉଛି। ସ୍ଥାନୀୟ ସାମଗ୍ରୀର ଜିଲାସ୍ତରୀୟ ପରିଚିତ ଜରୁରୀ। ଆତ୍ମନିର୍ଭର ଯୋଜନାରେ ଅନେକ ଯୋଜନା କରାଯାଇଛି। ମେ’ ମାସରେ ଟୋଲ୍ ଆଦାୟ ଅଧିକ ହୋଇଛି। ରାଜ୍ୟମାନଙ୍କର ଅନୁଭବ ଅନ୍ୟମାନଙ୍କ ପାଇଁ ଲାଭଦାୟକ। ଅର୍ଥବ୍ୟବସ୍ଥାର ମାଧ୍ୟମ ଖୋଲିଲେ ଅର୍ଥନୀତି ସୁଧୁରିବ ବୋଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।
Popular Categories



