କାଶ୍ମୀରରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା
ଶ୍ରୀନଗର: କାଶ୍ମୀରରେ ରାଜଧାନୀ ଶ୍ରୀନଗରରେ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀ ଓ ତାଙ୍କର ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଜଣା ବନ୍ଧୁକଧାରୀ ତାଙ୍କ ଖବରକାଗଜ ବାହାରେ ଗୁଳିକରି ହତ୍ୟା କରିଛନ୍ତି । ବୁଖାରୀ ତାଙ୍କ କାର୍ଯ୍ୟାଳୟରୁ ବାହରି କରି ଆସୁଥିବା ସମୟରେ ତାଙ୍କୁ ଗୁଳି କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି । ଏଥିରେ ଆଉ ଜଣେ ପୁଲିସ କର୍ମୀ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି ।
ଏହି ଘଟଣାରେ କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଆତଙ୍କବାଦକୁ ନିନ୍ଦା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏହି ଘଟଣାକୁ ନିନ୍ଦା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୋକ ପ୍ରକାଶ କରିଛନ୍ତି ।
The killing of @RisingKashmir editor, Shujaat Bukhari is an act of cowardice. It is an attempt to silence the saner voices of Kashmir. He was a courageous and fearless journalist. Extremely shocked & pained at his death. My thoughts and prayers are with his bereaved family.
— Rajnath Singh (@rajnathsingh) June 14, 2018
Terrorism has hit a new low with Shujaat’s killing. That too, on the eve of Eid. We must unite against forces seeking to undermine our attempts to restore peace. Justice will be done. https://t.co/8oCNXan13L
— Mehbooba Mufti (@MehboobaMufti) June 14, 2018
I’m anguished to hear about the killing of Shujaat Bukhari, editor of @RisingKashmir. He was a brave heart who fought fearlessly for justice and peace in Jammu & Kashmir. My condolences to his family. He will be missed.
— Rahul Gandhi (@RahulGandhi) June 14, 2018