୫୫୦୦କୋଟିର ପ୍ରତିରକ୍ଷା ସାମଗ୍ରୀ କ୍ରୟକୁ ଅନୁମୋଦନ

0

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ୫୫୦୦କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସରଞ୍ଜାମ କ୍ରୟକୁ ଅନୁମୋଦ ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଫେନ୍ସ ଆକ୍ୱିଜିସନ୍‍ କାଉନ୍‍ସିଲ(ଡିଏସି) ବୈଠକରେ ବିମାନ ବାହିନୀ ପାଇଁ ୧୨ଟି ଉଚ୍ଚ ଶକ୍ତସମ୍ପନ୍ନ ରାଡାର କିଣାଯିବାର ପ୍ରସ୍ତାବ ରହିଛି। ଗତ ମେ ମାସରେ ରୁଷିଆ ସହିତ ଏସ୍‍-୪୦୦ ଟ୍ରିଉମ୍ଫ କ୍ଷେପଣାସ୍ତ୍ର କ୍ରୟ ସଂକ୍ରାନ୍ତ ୪୦ହଜାର କୋଟି ଟଙ୍କାର ମୂଲଚାଲ ହୋଇଥିଲା।

Leave A Reply